ଢେଙ୍କାନାଳ ଜିଲ୍ଲା ଗଁଦିଆ ପଟଣା ସ୍ବରସ୍ବତୀ ଶିଶୁଵିଦ୍ୟା ମନ୍ଦିର ର ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି lଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେଵୀ ବିଶ୍ଵନାଥ ଜେନା ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସଭାପତି ଅନନ୍ତ ଚରଣ ଶତପଥି, ଉପସଭାପତି କେଶବ ଚନ୍ଦ୍ର ସାହୁ, ସମ୍ପାଦକ ଛାୟାକlନ୍ତ ସାହୁ, କୋଷଧ୍ୟକ୍ଷ ମୁରଲୀଧର ସାହୁ, ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ କୁମାର ନାୟକ ଏବଂ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାନେ ଉକ୍ତ କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିଥିଲେ । ଉକ୍ତ ମେଳା ରେ ଶିଶୁ ବର୍ଗ ଭାଇ ଭଉଣୀ 52ଟି ପ୍ରକଳ୍ପ ଓ ବାଲ ବର୍ଗ ର 22ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ, ଏଥିରେ ଶିଶୁ ମନ୍ଦିର ର ସମସ୍ତ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରଥିଲେ ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କରିପୋର୍ଟ