ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋର ଡ଼କାୟତ କବଳରୁ ରକ୍ଷା ପାଇଁ ହଳଦି ଭାଟି ଛକରେ ଗଣ ଧାରଣା

ଗୋଲାମୁଣ୍ଡ।/ମସିହା/୬/୮/କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ଚୋର, ଡ଼କାୟତ ର ଖବର ପ୍ରଚାର ଦିନକୁ ଦିନ ପ୍ରସାର ଘଟି ଥିବା ବେଳେ ପ୍ରତି ଗାଁରେ ଯୁବକ ଗୋଷ୍ଠୀ ଗଠନ କରି ରାତି ସାରା ଉଜାଗର ରହୁ ଥିବା ଖବର କାଗଜ ରେ ପ୍ରଚାର ଚାଲିଛି, କେତେକ ସ୍ଥାନରେ ପ୍ରକୁତ ଚୋରକୁ ଧରିବା, ଭିଯୁଆଲ ରେ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି, ପିଲା ଛୁଆଙ୍କୁ ବିଦ୍ୟାଳୟ କୁ ମଧ୍ୟ ପଠାଉନାହାନ୍ତି ,  କେତେକ ଦୈନିକ ମଜୁରିଆ କାମ କରିବାକୁ ମଧ୍ୟ ଯାଉ ନାହାଁନ୍ତି, ଜୀବନର ଭୟ ତ ଧନ ଜୀବନ ଓ ମହିଲାମାନଙ୍କ ଆତ୍ମା ସୁରକ୍ଷା ପାଇଁ ଆଜି ଖମାର ହଳଦି ବିଜୁଏକ୍ସପ୍ରେସ ରାସ୍ତାରେ ପାଞ୍ଜିଆ ଓ ବେହେରା ଗୁଡାର ପୁରୁଷ ଓ ମହିଳା ଶହ ଶହ ସଂଖ୍ୟାରେ ରାଜ ରାସ୍ତା ଅବରୋଧ କରିଛନ୍ତି, ଏହି ପରି ପ୍ରେକ୍ଷୀରେ ଦଶପୁର ଫାଣ୍ଡି ଅଧିକାରୀ ହେମନ୍ତ ହରିଜନ ଓ ମହାଦେବ ସୁନାନୀ ଉପସ୍ଥିତ ରହି ବୁଝା ମଣା କରିବାରୁ ଧାରଣାରୁ ଉଠି ଥିଲେ, ଅକ୍ଷୟ ମାଝୀ, ରାମ ନିଆଲ,ପୂର୍ବତନ ସରପଞ୍ଚ ପ୍ରତିନିଧି,ଓ ଅଧିକାଂଶ ମହିଳା ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ନିର୍ଭୟ, ନିରପେକ୍ଷ ଓ ପ୍ରଗତି ଶୀଳ ମସିହା,ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ର ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୌକା

କାର୍ତ୍ତିକ ପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!