ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା 2022-23 ଅନୁଷ୍ଠିତ

ରୁପ୍ରା ତା.10/08/2022. (ମ ନି ସ ) ନର୍ଲା ବ୍ଲକ ଅଧିନସ୍ଥ ମିଳିତ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ମୁସ୍କୁଟି ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା 2022-23. ଅନୁଷ୍ଠିତ ହୋଇଯାଇଛି।.ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ନାଏକ ତଥା ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱମ୍ବର ସେନାପତି ଯୋଗଦେଇ ବିଜ୍ଞାନମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାଏକ ବର୍ତ୍ତମାନ ଯୁଗକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଏବେ ଠାରୁ ବିଜ୍ଞାନ ଉପରେ ଗୁଣାତ୍ମକ ଶିକ୍ଷାର ଧାରଣା ଦେବା ହିଁ ଏହି ମେଳାର ମୂଳଲକ୍ଷ୍ୟ ବୋଲି କହିଥିଲେ.। ଵିଚାରକ ଭାବେ ଶିକ୍ଷକ ଅତୁଲ୍ୟ କୁମାର ପ୍ରଧାନ, ଶିକ୍ଷକ ସଂଗ୍ରାମ କେଶରୀ ବେହେରା ଓ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଧାରୀ ନାଏକ, କେ. ଗଣେଶ ଅଚାରୀ, କେ. ଜ୍ୟୋତିରଞ୍ଜନ ପାତ୍ର ପରିଚାଳନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

 

Related posts

ମଣ୍ଡି ସମସ୍ୟାନେଇ ଧରମବନ୍ଧା ଅଞ୍ଚଳଚାଷିଙ୍କ ଦ୍ବାରା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ

କେନ୍ଦୁଡଙ୍ଗରି ଗାଁ ରେ ସୁପରିକଳ୍ପିତ ହତ୍ୟା ଘଟଣା ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପରେ ନିରପେକ୍ଷ ତଦନ୍ତ ଦାବି ରେ ମୃତକ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା

ଅଳ୍ପକେ ବଞ୍ଚୀଗଲା ମଣିପୂରମ୍ ଫାଇନାସ୍‌

Sunil Chandra Nayak

Leave a Comment

error: Content is protected !!