ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ

  • ନୂଆପଡା : ରାଜ୍ୟ ସରକାର ଙ୍କ ମହିଲା – ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି । ଆଜି ପ୍ରଥମେ ଶ୍ରୀମତି ସାହୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ର ଶିଳାନ୍ୟାସ କରିଥିଲେ ପରେ କୋମନା ବ୍ଲକ ଯାଇ କୋମନା ଠାରେ ମଧ୍ୟ ମିଶନ ଶକ୍ତି ଗୃହ ନିର୍ମାଣ ର ଶିଳାନ୍ୟାସ କରିଥିଲେ । ପରେ ନୂଆପଡା ସଦର ମହକୁମା ଠାରେ ମଧ୍ୟ ମିଶନ ଶକ୍ତି ଗୃହ ଶିଳାନ୍ୟାସ ସହ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ମିଶନ ଶକ୍ତି କେଫେ ର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ମହିଳା ମାନେ ଆହୁରି ସୁବିଧା ସୁଯୋଗ ପାଇ ପାରିବେ , ଆଗକୁ ଯାଇ ରାଜ୍ୟ ସରକାର ବିଶେଷ କରି ମହିଳା ଙ୍କ ବିକାଶ ପାଇଁ ଆହୁରି ଜନ ହିତକର କାର୍ଯ୍ୟ କରିବେ ଯଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲାଭବାନ ହୋଇ ପାରିବେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ କୁ ପ୍ରଶଂସା କରିବା ସହ ମୁଖ୍ୟ ମନ୍ତ୍ରୀ ହାତ ମୁଠା କୁ ଟାଣ କରିବା ପାଇଁ ମହିଳା ମାନଙ୍କୁ ଆହ୍ୱାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଙ୍କ ସମେତ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଲମ୍ବୋଦର ନିଆଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।( ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ)

Related posts

ପ୍ରଶାନ୍ତ ଦାଶ ପାଇବେ ‘ଯୁବ ଲେଖକ ପୁରସ୍କାର’

Sunil Chandra Nayak

ବିଦ୍ୟାଳୟ ସ୍ତରରେ କ୍ରୀଡାପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଶ୍ବ ପୋଲିଓ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort