ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ବଣ୍ଟା ହେଲା କୃମିନାଶକ ବଟିକା

ବାଲେଶ୍ଵର,୧୨/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟାହେଲା କୃମିନାଶକ ବଟିକା । ମଧ୍ଯାହ୍ନ ଭୋଜନ ପରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ବଟିକା ବଣ୍ଟନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ଜମୁନା ବାରିକ ପିଲା ମାନଙ୍କୁ ବଟିକା ଚୋବାଇ ଚୋବାଇ ଖାଇବାକୁ କହିଥିଲେ । ପିଲାମାନେ ମଧ୍ୟ ଚୋବାଇ ଚୋବାଇ ଖାଇଥିଲେ । ଏଥିରେ ସହଯୋଗ କରିଥିଲେ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ମାଝୀ ଓ ଗୌରାଙ୍ଗ ମୁଖି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନିଲୋତ୍ପଳ।

କଂଗ୍ରେସ ର ବିଜୟ ଶୋଭାଯାତ୍ରା

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ 

Sunil Chandra Nayak

Leave a Comment

error: Content is protected !!