ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ବଣ୍ଟା ହେଲା କୃମିନାଶକ ବଟିକା

ବାଲେଶ୍ଵର,୧୨/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟାହେଲା କୃମିନାଶକ ବଟିକା । ମଧ୍ଯାହ୍ନ ଭୋଜନ ପରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ବଟିକା ବଣ୍ଟନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ଜମୁନା ବାରିକ ପିଲା ମାନଙ୍କୁ ବଟିକା ଚୋବାଇ ଚୋବାଇ ଖାଇବାକୁ କହିଥିଲେ । ପିଲାମାନେ ମଧ୍ୟ ଚୋବାଇ ଚୋବାଇ ଖାଇଥିଲେ । ଏଥିରେ ସହଯୋଗ କରିଥିଲେ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ମାଝୀ ଓ ଗୌରାଙ୍ଗ ମୁଖି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ଓଡିଶାରୁ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଯୁବକ

Sunil Chandra Nayak

ଯୋରାଡବରା ଛକ ଠାରେ ଜଳଛତ୍ର ଖୋଲିଲା କଳାରୁଦ୍ର ଯୁବକ ସଂଘ

Sunil Chandra Nayak

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!