ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମ ପରାୟଣ ମହିଳା ଙ୍କ ପରଲୋକ

ଚନ୍ଦାହାଣ୍ଡି -(୧୨/୮ ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗ୍ରାମର ଧର୍ମ ପରାୟଣ ମହିଳା ଚଞ୍ଚଳl ମୁଣ୍ଡ ଶୁକ୍ରବାର ୧୦୨ ବର୍ଷ ବୟସ ରେ ପରଲୋକ ହୋଇଥିବା ଜଣା ପଡ଼ିଛି l ସେ ଜଣେ ଧର୍ମ ପରାୟଣ ମହିଳା ରୂପେ ଗ୍ରାମରେ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ସମୟ ରେ ପୁଅ ସରଜୁ ମୁଣ୍ଡ, ରୂପକେଶରୀ ମୁଣ୍ଡ, ଦୟାନିଧି ମୁଣ୍ଡ, ପ୍ରମୁଖ ସାତ ପୁଅ, ଚାରି ଝିଅ, ଜୋଇଁ, ବୋହୂ, ନାତି, ନାତୁଣୀ ଉପସ୍ଥିତ ଥିଲେ l ଗ୍ରାମ ଶ୍ମଶାନ ରେ ସତ୍କାର କରାଯାଇଥିଲା l ତାଙ୍କ ପରଲୋକ ରେ ଗ୍ରାମର ମଧୁକର ଦାଶ, ଦୂତୀବାହନ ଖମାରୀ, ପୁରୁଷୋ୍ତମ ପାରି, ଭୋଦେବ ବାଘ, ଉମର ସିଂ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରୁ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

ଭବାନୀପାଟଣା ଠାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପ୍ରଥମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

Sunil Chandra Nayak

ଶ୍ରୀ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନରେ ଶ୍ରୀରାମ ଲୀଲା

Sunil Chandra Nayak

Leave a Comment

error: Content is protected !!