ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟଙ୍ଗା ଗ୍ରାମ ପଞ୍ଚାୟତ ରେ ସ୍ଵାଧୀନତା ଦିବସ ପାଳିତ

ଢ଼େଙ୍କାନାଳ:ପବିତ୍ର ସ୍ୱାଧୀନତା ଦିବସ ର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଅବସର ରେ ଢ଼େଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ଗ୍ରାମ ପଞ୍ଚାୟତ ରେ ଆଜି ସକାଳ ସାତ ଘଟିକା ସମୟ ରେ ପତାକା ଉତ୍ତୋଳନ ସହ ଦେଶ ର ଗୌରବ ଗାନ କରା ଯାଇ ଅଛି। ଏହି କାର୍ଯ୍ୟକ୍ରମ ରେ ସରପଂଚ ଶ୍ରୀମତୀ ପୁଷ୍ପଲତା ବେହେରା ଉପସ୍ଥିତ ରହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ, ପ୍ରତି ଗ୍ରାମ ପଲ୍ଲୀ କୁ ବିକାଶ ମୂଳକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।ଏଥିରେ ସମସ୍ତ ୱାର୍ଡ ସଭ୍ୟ, ଜନ ସାଧାରଣଓ ଗାଆଁ ସାଥୀ ଭାଇ ଭଉଣୀ ମାନେ ଉପସ୍ଥିତ ରହି ଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କୁଟେନ ଗାଁ ରେ ମକ ଡ୍ରିଲ କାର୍ଯ୍ୟକ୍ରମ

Sunil Chandra Nayak

ଖପରାମାଲ ଗାଁ କୁ ନିଶା ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୀବନ ଗୀତି

Sunil Chandra Nayak

Leave a Comment

error: Content is protected !!