ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଏସ୍ଆଇ ସଂଗଠନ ତରଫରୁ ବେଲପୋଷି ବିଦ୍ୟାଳୟରେ ବୃକ୍ଷ ରୋପଣ

ମୟୂରଭଞ୍ଜ ୨୩/୦୮/୨୦୨୨(ମସିହା) ସାରା ଓଡିଶାକୁ ସବୁଜ ସୁନ୍ଦର କରିବା ଆଶାରେ ୟୁଏସ୍ଆଇ ସଂଗଠନ ପକ୍ଷରୁ ବେଲପୋଷି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସଂଜୟ ପ୍ରଧାନ,ଶିକ୍ଷୟତ୍ରୀ କବିତା ଶତପଥୀ,ଜଗଦିଶ ସିଂ,ଡୁମୁନି ମୁର୍ମୁ,ଲକ୍ଷ୍ମୀଧର ମୁର୍ମୁ ଚାରାରୋପଣ ରେ ସହଯୋଗ କରିଥିଲେ ଶିକ୍ଷୟତ୍ରୀ ଓ ବିଦ୍ୟାର୍ଥୀଗଣ ମୋଟ ୨୦ ଗୋଟି ଚାରାରୋପଣ କରିବାରେ ସହଯୋଗ କରିଥିଲେ ଅଁଳା,ଡାଳିମ୍ବ,ରକ୍ତଚନ୍ଦନ,କୁସୁମ,ପିଜୁଳି,ବଉଳ,କୁମକୁମ୍,କଦମ୍ବ,ମହୁଲ,କରଞ୍ଜ ଆଦି ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି |ସୁନ୍ଦର ସବୁଜ ପରିବେଶ ଆମରି ସୁନ୍ଦର ଜୀବନ ପାଇଁ ନିତାନ୍ତ ଆବଶ୍ୟକ ବୋଲି ପ୍ରଶ୍ନ କୁମାର ଶତପଥୀ ବିଦ୍ୟାର୍ଥୀଗଣଙ୍କୁ ଜ୍ଞାତ କରାଇଥିଲେ |ମଣିଷଟିଏ ପାଇଁ ଗଛଟିଏ ଦରକାର ବୋଲି ଶିକ୍ଷୟତ୍ରୀ କବିତା ଶତପଥୀ ସୂଚନା ଦେଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

Sunil Chandra Nayak

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ମାସା ଆର୍ମି ତରଫରୁ ଲିଖିତ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!