ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ରେ ଦୁର୍ଗାପୂଜା ପାଇଁ ମାଟି ପୂଜନ 

କୋକସରା,୨୫/୦୮-( ମ ନି ସ ) ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଶାରଦୀୟ ଦୁର୍ଗା ପୂଜା ପାର୍ବଣ ମହୋତ୍ସବ ତଥା ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଗୁରୁବାର ମାଟି ପୂଜନ ଉତ୍ସଵ ପାଳନ କରାଯାଇଛି । ମାଟି ପୂଜନ ଅନୁକୂଳ ଉତ୍ସଵ ରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ଉପ ସଭାପତି କିଶୋର ଚନ୍ଦ୍ର ଦାସ, ଅଶୋକ କୁମାର ଅଗ୍ରୱାଲ, ସମ୍ପାଦକ ଶ୍ରୀଯୁକ୍ତ କହ୍ନେଇ ଚରଣ ଦାସ, ସହ ସମ୍ପାଦକ ପଙ୍କଜମୁଖ ଚୌଧୁରୀ, ପବନ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ଦାସ, ଶ୍ରୀମନ୍ତ ପାଢ଼ୀ, ବନମାଳୀ ମାଝୀ, ସାଂସ୍କୃତିକ ସମ୍ପାଦକ ମୋହନ ଚରଣ ଦାସ, ସହ ସମ୍ପାଦକ ବିରେନ୍ଦ୍ର ଦାସ, ରବିନ୍ଦ୍ର ନାରାୟଣ ଦାସ, ସମେତ ତିନି କର୍ତ୍ତା, ଲକ୍ଷ୍ମଣ ଶବର , ରାଜୀବ ଅଗ୍ରୱାଲ, କମଳ ଅଗ୍ରୱାଲ ଓ ସାର୍ବଜନୀନ ଦୁର୍ଗାପୂଜା କମିଟି ର ସକ୍ରିୟ ସଭ୍ୟ ବାଳମୁକୁନ୍ଦ ଅଗ୍ରୱାଲ, ଅରୁଣ ଗୋୟଲ, ସଞ୍ଜୟ ସିଙ୍ଗଲ, ଶ୍ରୀକାନ୍ତ ଶର୍ମା, ମନୋଜ ଅଗ୍ରୱାଲ ଅକୃର ବିହାରୀ ଯୋଶୀ, ମୁକ୍ତେଶ୍ୱର ପଟ୍ଟନାୟକ ସମସ୍ତେ ଉପସ୍ଥିତ ଥିଲେ । ପଣ୍ଡିତ ଗୋପାଳ ଜୀ ଠାକୁର ଓ ଭବାନୀ ଶଙ୍କର ପାଢୀ ପୂଜାର୍ଚ୍ଚନା କରିଥିଲେ l

Related posts

ସାହିତ୍ୟ ଅଗଣା

Sunil Chandra Nayak

ବିକାଶ ସାତ ସପନ ଯହିଁ _ସେ ନଗାରୀ ହରିଜନ ସାହି

Sunil Chandra Nayak

ଜ୍ଞାନ ବିଜ୍ଞାନ ମେଳାରେ ଚମକିଲେ ପାପଡାହାଣ୍ଡିର ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!