ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ବଞ୍ଚିବାକୁ ହେବ

ଜୟ ଜଗନ୍ନାଥ

ବଞ୍ଚିବାକୁ ହେବ

ହଁ ନିତି ମରି ମରି
ପୁଣି ବଞ୍ଚବାକୁ ହୁଏ
ଜୀବନ ରେ
ଆକୁଳ କମ୍ପନ ଭିତରେ
ଅସହ୍ୟ ଯନ୍ତ୍ରଣା ରେ
ଛଟ ପଟ. ହୁଏ ପ୍ରାଣ
ମନ ହୁଏ ଚାଲିଯିବାକୁ
କେଉଁ ଅଜଣା ରାଜ୍ୟ କୁ
କିନ୍ତୁ, କୁଆଡେ ବା ଯିବି?
ଆପଣେଇଛି
 ବାଟ ହେଉଛି ବା ଅବାଟ
ପାଦ ଥାପିବାକୁ ଟା ପଡିବ
ହେଲେ, ପାଦ ଟା ରକ୍ତାକ୍ତ
କଣ୍ଟକିତ, ପ୍ରାଣ ବିନ୍ଧ ଅବସ୍ଥା
ଆଶା ବାଡ଼ି ଟା ଭାଙ୍ଗି ଯାଇଛି
ତଥାପି, ଯେମିତି ବି ହେଉ
ବଞ୍ଚି ବାକୁ ପଡିବ
ନିଜ ପାଇଁ ନ ହୋଇପାରେ
ଆଉ କିଛି, କର୍ମ ପାଇଁ
ବାଞ୍ଜିବାକୁ ହେବ l

ଶ୍ରୀମତୀ ମିନତି ମିଶ୍ର

ଦୋଳମଣ୍ଡପ ସାହି, ପୁରୀ

 

Related posts

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

Sunil Chandra Nayak

ଜଣା ଅଜଣା.. ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

Leave a Comment

error: Content is protected !!