ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଅର ଚିକତ୍ସା ପାଇଁ ମାଆ ତାର ପେନସନ କାର୍ଡ ରଖିଲେ ବନ୍ଧକ

ତେନ୍ତୁଳିଖୁଣ୍ଟି 27/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗଦବଗୁଡା ଗ୍ରାମ ର ନୟନ ଖୁରା ଙ୍କ ଗୋତ ତିନି ବର୍ଷ ହେଲା ଫୁଲିଯାଇ ବଙ୍କା ହୋଇଛି । ଅର୍ଥାଭାବର ସେ ଚିକିତ୍ସା କରି ପାରୁ ନାହାନ୍ତି। ପୁଅର କଷ୍ଟ ଦେଖି ନ ପାରି ଉଚ୍ଚତର ଚିକିତ୍ସା ପାଇଁ ଏକମାତ୍ର ସମ୍ବଳ ପେନସନ କାର୍ଡ କୁବ6 ହଜାର ଟଙ୍କାରେ ବନ୍ଧକ ରଖି ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ତାଙ୍କୁ କୋରାପୁଟ ରେ ଚିକିତ୍ସା ହେବାକୁ ରେଫର କରାଗଲା। ଏବେ ଅର୍ଥାଭାବରୁ ମା ପୁଅ ଚିନ୍ତା ଓ କଷ୍ଟ ରେ ଅଛନ୍ତି। ସରକାର ତାଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମତ ଦେଉଛନ୍ତି। ତିନି ବର୍ଷ ପୂର୍ବେ ଗୋଡ଼ ବ୍ୟଥା ପାଇଁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇଥିଲେ କିନ୍ତୁ କିଛି ଦିନ ପରେ ଗୋଡ଼ ଫୁଲି ଗୋଡ଼ ବଙ୍କା ହୋଇଗଲା। ଯାହା ଫଳ ରେ ଚାଲି ପାରୁ ନାହାନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କ ପରଲୋକ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ

Sunil Chandra Nayak

ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!