ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

ରାଇଘର ୨୭/୦୮/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ  ହଳଦୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଚାଲୁ ଥିବାବେଳେ  ଦୁର୍ଗମ ଭାଟିପଖନା ଗ୍ରାମରେ ଚାରି ଗୋଟି ଦେଶୀ ବନ୍ଧୁକ ପୋଲିସ ହାତରେ ମିଳିଛି  l ଉକ୍ତ ବନ୍ଧୁକ ଗୁଡିକ ଗ୍ରାମର  ରତି ରାମ ଗଣ୍ଡ (୨୫),ରାମ ଗଣ୍ଡ( ୩୫),ରଘୁ ଗଣ୍ଡ (୩୦),ଓ ବାସୁ ଦେବ୍ ଗଣ୍ଡ (୨୨) ମୋଟ ଚାରି ଜଣ ରଖି ବ୍ୟବହାର କରୁଥିବା ପ୍ରମାଣ ପାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି l ତେବେ ଦୁର୍ଗମ ଅଞ୍ଚଳର ଏହି  ଚାରି ଯୁବକ କେଉଁ ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିଲେ ପୋଲିସ ତଦନ୍ତ କରି ଜଣା ପଡିଛି କି ରାଇଘରବ୍ଲକ ରେ ମକା ଚାଷ ଉପରେ ଅଧିକ ନିର୍ଭରଶିଳ  l   ରାଇଘର ଅଂଚଳ ରେ ମକା ଚାଷ ସମୟରେ ଜଂଗଲ ବାରା ଓ ଅନ୍ୟାନ୍ୟ ଜୀବଜନ୍ତୁ ମକା ଚାଷ କୁ ନଷ୍ଟ କରୁଥିବା ଋ ସେହି ବନ୍ୟପ୍ରାଣୀ ଡରାଇବା ପାଇଁ ବନ୍ଧୁକ ବ୍ୟବହାର କରୁଥିବା ଜଣାପଡ଼ିଛି  l ଏ ନେଇ ଥାନାରେ କେଶ୍ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି  l ଶନିବାର  କୋର୍ଟ ଚାଲାଣ କରି ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଘଟଣା ର ତଦନ୍ତ ଜାରୀ ରହିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଭାଲୁ ଆକ୍ରମଣରେ ୬୦ ବର୍ଷର ବୃଦ୍ଧା ଗୁରୁତର

Sunil Chandra Nayak

© ସସ୍ମିତେଶ ସାହୁ ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମା ଗୋ କମଳିନୀ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ କ୍ରିୟାଶୀଳ କରିବାକୁ ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort