ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି ରା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

ଜୁନାଗଡ଼,୧୭/୧୦(ମ ନି ସ) ଜୁନାଗଡ ବିଜୁ ଜନତା ଦଳ ପକ୍ଷ୍ୟରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ତାନୀୟ ସାସ୍କୃତି ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ୍ ଦିନ ରେ ଆଜି ବିଜୁ ଜନତା ଦଳ ତଥା ଓଡିଶା ମୋ ପରିବାର ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ସ୍ତାନୀୟ ବିଧାୟକ୍ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ସମସ୍ତ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ୧୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଜୁନାଗଡ଼ ମେଡିକାଲ ଷ୍ଟାଫ ଦାୟିତ୍ୱ ତୁଳାଇଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷl ସୁଧୀର। ମେହେର୍, ଜୁନାଗଡ ବ୍ଲକ ଅଧ୍ୟକ୍ଷl ସବିତା ମେହେର୍, ବ୍ଲକ ଉପାଧ୍ୟକ୍ଷl ପ୍ରମୋଦ ବେହେରା, ଏନ୍ ଏ ସି ଉପାଧ୍ୟକ୍ଷl ହିମାଦ୍ରି ନାଏକ, ଦିନେଶ ବଗର୍ତ୍ତୀ,ଆଦିତ୍ୟ ନନ୍ଦ, ଅବିନାଶ ଠାକୁର, ସୁଧାଂଶୁ ବରାଡ଼, ମହେଶ୍ ସାହୁ, ଏନ୍ ଏ ସି ର ସମସ୍ତ ପlରିଷଦ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପ୍ରୀତି ପରାଗ

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!