ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ

ଧର୍ମଗଡ:  ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତଧୁଆ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ହାତ ଧୋଇବା ସମ୍ପର୍କିତ ୭ଟି ବିଭିନ୍ନ ପର୍ଯ୍ୟାୟ ଶିକ୍ଷକ ଗଦାଧର ବାରିକ ଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇ ଥିଲା । ପରେ ପରେ ସମସ୍ତ ଛାତ୍ରଛାତ୍ରୀମାନେ ଏହାର ଅନୁସରଣ କରି ହାତ ଧୋଇ । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡ ଙ୍କ ସଭାପତିତ୍ବରେ ହାତଧୋଇବା ର ପ୍ରାଧାନ୍ୟ ଓ ପ୍ରଚାର ପ୍ରସାର ନିମିତ୍ତ ଏକ ସ୍ୱତନ୍ତ୍ର ସଭା ର ଆୟୋଜନ କରାଯାଇ ଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ହାତଧୁଆ ର ମହତ୍ତ୍ଵ ବିଷୟରେ ଆଲୋଚନା କରିବା ସହ ଶପଥ ପାଠ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବେଆଇନ କରତକଳ ଊପରେ ବନବିଭାଗର ଚଢ଼ାଉ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭିନ୍ନ ଏକ ରଜ

Sunil Chandra Nayak

ଶ୍ରୀପୁର ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ ଧରାପଡିଲା ଦୁଇଟି ଟ୍ରାକ୍ଟର

Sunil Chandra Nayak

Leave a Comment

error: Content is protected !!