ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଡିଏସ୍ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ

ନବରଙ୍ଗପୁର(ମନିସ) ପିଡିଏସ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ ସେଠି। ସେ ପ୍ରଥମେ ଏହି ପ୍ରତିଯୋଗିତା ପାଇଁ ଅନଲାଇନରେ ଚୟନ ହେବା ପରେ କୋରାପୁଟ ଠାରେ ଅଫଲାଇନ ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ସଫଳ ହୋଇଛନ୍ତି ଓ ଫାଇନାଲ ପାଇଁ ଚୟନ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ବିଭିନ୍ନ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଛନ୍ତି। ଏହି ପ୍ରତିଯୋଗିତାର ଫାଇନାଲ ଝାରସୁଗୁଡା ଠାରେ ଅନୁଷ୍ଠିତ ହେବ। ଏଥିରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଜଜ୍ ସୁପର ଡ୍ୟାନ୍ସର ଧର୍ମେଶ ଯୋଗ ଦେବେ। ଗ୍ରୁପ ତରଫରୁ ପାୟଲଙ୍କୁ ଏବଂ ତାଙ୍କ ପରିବାରକୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଉଛୁ। ଆଶା ଅଛି ଆପଣ ଫାଇନାଲରେବି ଭଲ ପ୍ରଦର୍ଶନ କରି ଟ୍ରଫି ଜିତି ନବରଙ୍ଗପୁର ମାଟି ଏବଂ ନବରଙ୍ଗପୁରିୟାଙ୍କୁ ଗର୍ବିତ କରିବେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ପ୍ରଭାବିତ ଅଞ୍ଚଳ ର ବିକାଶ କର ନଚେତ୍ କମ୍ପାନୀ ବନ୍ଦ୍ କରାଯିବ – ଭକ୍ତ ଦାସ

Sunil Chandra Nayak

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

Sunil Chandra Nayak

ଆନନ୍ଦପୁର – ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ

Leave a Comment

error: Content is protected !!