ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

ସରିସରି ଯାଏ କାଳ

ଉପେନ୍ଦ୍ର କୁମାର ବସ୍ତିଆ

     
ସପନ ସରେନା ରାତି ବି ସରେନା 
ସରେନାହିଁ କେବେ ଦିନ 
କରମ ଧରମ ସେବା ମନ ବୃତ୍ତି 
ରହି ଥାଏ ଚିରଦିନ ।
ନିଜ ଜୀବନର ମାର୍ଗକୁ ମାପିଲେ 
ଫିତା ଯିବ ସବୁ ସରି 
ଲାଭକ୍ଷତି ଆଉ ପଙ୍କିଳ ସଲିଳେ 
ସବୁଜିବ ନିଶ୍ଚେ ଝରି ।
ସମୟ ସରେନା ଯନ୍ତ୍ରଣା ସରେନା 
ସରେ ନାହିଁ କେବେ ବେଳ 
ମଣିଷ ଗଣନା ହାତ ଆଙ୍ଗୁଠିର 
ସରିସରି ଯାଏ କାଳ ।

ରାଉରକେଲ

Related posts

ମହିଳାଙ୍କୁ ସଶକ୍ତ କରିବା ପାଇଁ ଅଭିନବ ପ୍ରୟାସ…

ଆବଶ୍ୟକଠୁ କମ୍ ବର୍ଷା, ଶ୍ରାବଣ ରେ ବୈଶାଖ ର ତାତି

Sunil Chandra Nayak

ବେହେରା ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ମାତ୍ରୁଭାଷା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!