ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ସ୍ନିଗ୍ଧଅନୁଭୂତି

ସ୍ନିଗ୍ଧଅନୁଭୂତି 

ସଫଳା ଦାସ 

  
ନିଝୁମ୍ ରାତିରେ ନିରବତା ନେଇ
ନୀରବରେ ଯେବେ ଆସ
ପିରି ବ୍ୟାପ୍ତ ପରିସୀମା ହୀନ ପ୍ରେମ 
ନେଇଆସେ ସ୍ମିତ ହସ।।
           କିଛି ଦେବା ପାଇଁ ଆଣିଥାଏ ସ୍ମ୍ରତି 
             ପ୍ରିତିଭରା ଶ୍ରଦ୍ଧା ଅନୁଦାନ
           ମଧୂର ମୂହୁର୍ତ୍ତ ମଧୂର ସ୍ମୁତିରେ
              ଉଲ୍ଲସିତ ହୁଏ ମନ।।
ଅନିଚ୍ଛା ସତ୍ତ୍ବେବି ବାଣ୍ଟି ଚାଲିଥାଅ
    ତୁମେ ସେହି ମଧୂ ମୂହୁର୍ତ୍ତ 
ପେନ୍ଥା ପେନ୍ଥା ଝୁଲେ କବିତା ପଂକ୍ତି ରେ
      ମଉଳିନି ଚୀର ଜୀବିତ ।।

          କଟକ

Related posts

ନନ୍ଦାହାଣ୍ଡି ରେ ଭାଲୁ ଆତଙ୍କ – ଦୁଇଟି ଛେଳିକୁ ଜୀବନ୍ତ ଖାଇଗଲା ଭାଲୁ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

ମୁଢି ଉପରେ ବି ସରକାରଙ୍କ ନଜର….

Sunil Chandra Nayak

Leave a Comment

error: Content is protected !!