ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ କବିତା ଜଣାଣ

ଜଣାଣ 

             

ସହଦେବ ପରିଡ଼ା

           
ତୋ କରୁଣା ବାରି ଟିକେ ଛିଞ୍ଚି ଦେ
ଵେଳ ମୋର ସରିଲାଣି
ଜୀଵନ ସୁରୁଜ ଡୁଵିଵ କାଳିଆ
ସଂସାରୁ ନେବି ମେଲାଣି 
ରେ କଳା ମାଣିକ,,,,,
ତୋ କରୁଣା ବାରି ଟିକେ ଛିଞ୍ଚି ଦେ।।
ତୋତେ ମୁଁ ଡାକୁଛି ଜନମ ଦିନରୁ
କାହିଁକି ହେଉ ର୍ନିଦୟ
ଯଦି ପାପ କଲି କ୍ଷମା କାଳିଆ ତୁ ଦେ
ତୁହି ମୋ ଜୀବନ ଧନ
ରେ ମୋ କଳା ମାଣିକ,,,,,
ତୋ କରୁଣା ବାରି ଟିକେ ଛିଞ୍ଚି ଦେ।।
ଜୀଵ ଯିବା ବେଳେ ଏଥି ମାଗୁଣି
କରିବୁନି ତୋତେ ମଣିଷ
ତୁଳସୀ ଗଛଟି କରିଦେବୁ ମୋତେ
ଲାଗି ହେବି ତୋର ବେଶ
ରେ କଳା ମାଣିକ,,,,,,
ଟିକେ ଛିଞ୍ଚି ଦେ ତୋ,,,।‌‌

କୋଷାଗୁମୁଡା

Related posts

କୋକସରା ବ୍ଲକ ରେ ଖରିଫ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

ଖଡିଆଳ ସିଡ଼ିପିଓ ଓ ଚାଇଲଡ଼ ଲାଇନ ଉଦ୍ୟମରେ ଭିନ୍ନକ୍ଷମ ଶିଶୁକୁ ମଙ୍ଗଳ ଗୋଷ୍ଠି କୁ ସ୍ଥାନାନ୍ତର

Sunil Chandra Nayak

ତନୁ ବାରିକ ଙ୍କ ଆକସ୍ମିକ ମୃତ୍ୟୁ,ଚାଞ୍ଚେର ରେ ଚହଳ

Sunil Chandra Nayak

Leave a Comment

error: Content is protected !!