ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ସମସ୍ତ କର୍ମକର୍ତା ମାନଙ୍କ ଦ୍ଵାରା ନୁଆଁ ଖାଇ ପରବରେ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟରେ କେକ୍,ବିସ୍କୁଟ୍ ବଣ୍ଟନ

ନବରଙ୍ଗପୁର—-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗରୁଡଗୁଡା ଠାରେ ଥିବା ଶ୍ରୀ ଜଗନ୍ନାଥ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ତରଫରୁ ନୁଆଁ ଖାଇ ପରବ ଅବସରରେ କେକ୍ ଓ ବିସ୍କୁଟ୍ ପ୍ରଦାନ କରି ସମସ୍ତ କର୍ମକର୍ତା ସନ୍ତୋସ ଲାଭ କରିଛନ୍ତି।ନୁଆଁ ଖାଇ ପରବରେ ସମସ୍ତ ଡ୍ରାଇଭର ଏକାଠି ହୋଇ କେକ୍ କାଟି ଏକ ବନ୍ଧୁ ମିଳନ ପର୍ବ ମହା ଆନନ୍ଦରେ ପାଳିଥିଲେ।ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହା ସଙ୍ଘର ସଭାପତି ସନ୍ତୋସ ଭତ୍ରା,ଉପ-ସଭାପତି ଦିଲ୍ଲିପ୍ ନାୟକ,ସମ୍ପାଦକ ଅମିର୍ ଅଲ୍ଲି ଖାନ୍,ସହ ସମ୍ପାଦକ ବିଶ୍ଵଜିତ୍ ବୈଠାରୁ,କୋଷାଧକ୍ଷ ଉମାକାନ୍ତ ପାତ୍ର ପମୁଖଙ୍କ ସହ ଡାବୁଗାଁ ବ୍ଲକ ସମସ୍ତ ଡ୍ରାଇଭର ଉପସ୍ତିତ ରହି ସହଜୋଗ କରି ଥିଲେ।ସଙ୍ଘର ସଭାପତି ପ୍ରତି ପ୍ରତ୍ୟେକ ଅସହାୟ ମାନଙ୍କୁ ସାହାଜ୍ୟର ହାତ ବଢାଇବାକୁ ଅନୁରୋଧ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଓ ପ୍ରଙ୍ଗ୍ୟା ରଞ୍ଜନ ପରିଡା ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ବାଟବଣା ଶିଶୁ ଉଦ୍ଧାର ପରେ ଥଇଥାନ

Sunil Chandra Nayak

ମାଆ କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ମୋହର

ରାସ୍ତାରେ ଯୁବକଙ୍କୁ ଗୁଳି ମରାଯିବା ଘଟଣା – ହାତୀଗାଁ ଅଂଚଳରେ ମାଓ ପୋଷ୍ଟର ,ପୂର୍ବରୁ ଟାର୍ଗେଟରେ ଥିଲେ ବୋଲି ନକ୍ସଲଙ୍କ ସୂଚନା 

Sunil Chandra Nayak

Leave a Comment

error: Content is protected !!