ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଆଜି ଗୁରୁ ଦିବସ ଉପଲକ୍ଷେ ପ୍ରଶ୍ନ ମୁଁ କିଏ ?

ଆଜି ଗୁରୁ ଦିବସ ଉପଲକ୍ଷେ

ପ୍ରଶ୍ନ ମୁଁ କିଏ ?

 (ଅକ୍ଷରକୁ ଅକ୍ଷର ଯୋଡ଼ିବେ)
ନଅଟି ଅକ୍ଷରେ ନାମ ମୋହର 
ମହାନ ବ୍ୟକ୍ତି ଥିଲି ଏଦେଶର ।
ପ୍ରଥମ ଦ୍ଵିତୀୟ କରିଲେ ଯୋଗ 
ସମସ୍ତ ଶବ୍ଦର ଅର୍ଥ ବୁଝିବ ।
ଦ୍ଵିତୀୟ ତୃତୀୟ କରିଲେ ଯୋଗ 
ଗ୍ରାମ ପ୍ରତି ଶବ୍ଦ ବୁଝା ପଡ଼ିବ ।
ପଞ୍ଚମ ଷଷ୍ଠ କରିଲ ଯୋଗ 
କୃଷ୍ଣ ମୂର୍ତ୍ତୀ ସଙ୍ଗେ ଦେଖି ପାରିବ ।
ଷଷ୍ଠ ନବମ କରିଲେ ଯୋଗ 
ଏକ ଶସ୍ୟ ଭାବେ ମୋତେ ଜାଣିବ।
ପ୍ରଥମ ତୃତୀୟ କରିଲେ ଯୋଗ 
ମସିଣାର ଅର୍ଥ ବୁଝି ପାରିବ ।
ତୃତୀୟ ଦ୍ଵିତୀୟ କରିଲେ ଯୋଗ 
ଯାନି ଜାତ ଭାବେ ଜାଣି ପାରିବ ।
ମୋ ନାମକୁ ପିଲେ କିଏ କହିବ  
ଉଦାହରଣ ଦେଇ ବୁଝାଇ ଦେବ। 
ପଦ ପଦକୁ ଯୋଡୁଣ ଥିବ ।
ସଠିକ ଉତ୍ତର ଦେବ।?
ଉତ୍ତର ଅପେକ୍ଷାରେ ••••?

ଉପେନ୍ଦ୍ର କୁମାର ବସ୍ତିଆ

ରାଉରକେଲା

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

Sunil Chandra Nayak

ଯୁବକଙ୍କ ଆତ୍ମହତ୍ଯା ଅଭିଯୋଗ

Sunil Chandra Nayak

ଗଛ ଭାଙ୍ଗି ରୋଷେଇ ଗୃହ ଚୁରମାର: ନିର୍ମାଣ ପାଇଁ ଦାବି 

Sunil Chandra Nayak

Leave a Comment

error: Content is protected !!