ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ ଅନୁଷ୍ଠିତ

ବାଲେଶ୍ଵର,୨୫/୮/୨୨- ବାଲେଶ୍ଵର ଜିଲ୍ଲା ଔପଦା ଠାରେ ଥିବା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସର NSS ଆନୁକୂଲ୍ୟରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରସଣ କରିଥିଲେ । ଏହି ଏକଦିବସୀୟ ଶିବିର ପ୍ରୋଗ୍ରାମ ଅଫିସର ଦ୍ୱାରିକା ନାଥ ସତପଥୀ ଙ୍କ ତତ୍ୱାବଧାନରେ ହୋଇଥିଲା l ଅଧ୍ୟକ୍ଷ ମୋହନ ଚନ୍ଦ୍ର ସାହୁଙ୍କ ଉପସ୍ଥିତି ଶିବିରାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲା । ପ୍ରଶାନ୍ତ ରଣା, କାଞ୍ଚନ ପଣ୍ଡା, ଗୀତା, କବିତା, କମଳା, ମନୋରଞ୍ଜନ, ସସ୍ମିତା, କଳ୍ପନା, ବବିତା, ଅଞ୍ଜଳି ଓ ଚିନ୍ମୟୀ ପ୍ରମୁଖ ମୁଖ୍ୟ ଭୂମିକା ଅବଲମ୍ବନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚେମ୍ବର୍ ଅଫ କମର୍ସ ର ବାର୍ଷିକ ବୈଠକ ଓ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ

Sunil Chandra Nayak

ବଜ୍ର କାପ୍ତ୍ତା ଉଦ୍ଧାର, ଆଉ ଜଣେ ଗିରଫ , ସୁସ୍ଥ ବଜ୍ର କାପ୍ତ୍ତା କୁ ନନ୍ଦନକାନନ ପଠାଯିବ

Leave a Comment

error: Content is protected !!