ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

ମୟୂରଭଞ୍ଜ -୭୦/୦୯/୨୨(ମସିହା) ଆଜି ମୟୂରଭଞ୍ଜ ଜିଲ୍ଲାର ଯାତ୍ରା ବ୍ଲକ କଇଁପୁର ଗ୍ରାମରେ ପ୍ରଷିଦ୍ଧ ଯାନ୍ତାଳ ପୂଜା ।ଏହି ପବିତ୍ର ସ୍ଥାନକୁ ପୂଜାର୍ଚ୍ଚନା କରିବା ପାଇଁ ସିମାନ୍ତ ତିରିଂବ୍ଲକର କୁଲୁଘୁଟୁ ପଞ୍ଚାୟତର ଜିରେଇ ମଦନ ବେଶ୍ରା ବାଇକ ଯୋଗେ ଆସୁଥିଲେ । ରାଇରଙ୍ଗପୁର -ଯାମଦା ରାସ୍ତାର କାହ୍ନୁ ନଦୀ ସନ୍ନିକଟ ଛକରେ ଦୁଇ ବାଇକ୍ ମୁହାଁମୁହିଁ ରେ ଛିଟିକି ପଡ଼ିଥିଲେ ।ତାଙ୍କର ଗୋଡ଼ ହାତ ଭାଙ୍ଗି ଯାଇଛି । ସ୍ଥାନୀୟ ଯୁବକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

Sunil Chandra Nayak

ତୀର୍ଯ୍ୟକ୍

Sunil Chandra Nayak

କବିତା – ଭାବ ର ଠାକୁର

Sunil Chandra Nayak

Leave a Comment

error: Content is protected !!