ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

ମୟୂରଭଞ୍ଜ -୭୦/୦୯/୨୨(ମସିହା) ଆଜି ମୟୂରଭଞ୍ଜ ଜିଲ୍ଲାର ଯାତ୍ରା ବ୍ଲକ କଇଁପୁର ଗ୍ରାମରେ ପ୍ରଷିଦ୍ଧ ଯାନ୍ତାଳ ପୂଜା ।ଏହି ପବିତ୍ର ସ୍ଥାନକୁ ପୂଜାର୍ଚ୍ଚନା କରିବା ପାଇଁ ସିମାନ୍ତ ତିରିଂବ୍ଲକର କୁଲୁଘୁଟୁ ପଞ୍ଚାୟତର ଜିରେଇ ମଦନ ବେଶ୍ରା ବାଇକ ଯୋଗେ ଆସୁଥିଲେ । ରାଇରଙ୍ଗପୁର -ଯାମଦା ରାସ୍ତାର କାହ୍ନୁ ନଦୀ ସନ୍ନିକଟ ଛକରେ ଦୁଇ ବାଇକ୍ ମୁହାଁମୁହିଁ ରେ ଛିଟିକି ପଡ଼ିଥିଲେ ।ତାଙ୍କର ଗୋଡ଼ ହାତ ଭାଙ୍ଗି ଯାଇଛି । ସ୍ଥାନୀୟ ଯୁବକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଖୁସିର ଖବର

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରତୀକ୍ଷା

କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରଗୁଡିକର ସମସ୍ଯାକୁ ଲୋକସଭା ଓ ବିଧାନସଭାରେ ଉପସ୍ଥାପିତ କରାଯିବ

Sunil Chandra Nayak

Leave a Comment

error: Content is protected !!