ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ସରପଞ୍ଚ ଙ୍କ ନିଆରା ଉଦ୍ୟମ

   ଡ଼ାଲଗୁମା -:  (ମ, ନି, ସ,)  କୋକସରା ବ୍ଲକ ମୂଷା ପାଲି ପଞ୍ଚାୟତ ର ଯୁବ ସରପଞ୍ଚ ଶ୍ରୀ ଅକ୍ଷୟ କୁମାର ନାଏକ ଙ୍କ ନିଆରା ଉଦ୍ୟମ ଯୋଗୁଁ  ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ।    ଗ୍ରାମରେ ଥିବା ମହିଳା   ସୟଂ ସହାୟକ ଗୋଷ୍ଠୀ ସହାୟତାରେ ଶସ୍ୟ ଭାରତ କାର୍ଯ୍ୟକ୍ରମରେ ଭାଗନେଇ ଗ୍ରାମର ରାସ୍ତା ଘାଟ ସଫା କରିଛନ୍ତି ।ଗ୍ରାମ ବାସୀ ଯୁବ ସରପଞ୍ଚ ଙ୍କୁମହେେନ୍d ଭୂରି ଭୂରି ପ୍ରଶଂସା କରି ଅଛନ୍ତି ।

ଡ଼ାଲଗୁମା ରୁ ମହେନ୍ଦ୍ର ଧରୂଆ ଙ୍କ ରିପୋର୍ଟ 

Related posts

ବ୍ୟାଙ୍କ ଅଫ୍ ବରୋଦାର କିଓସ୍କ ଡାବୁଗାଁ ରେ ହେଲା ଖୋଲା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରୀଗଣେଶ

Sunil Chandra Nayak

ବାଇକ୍ ଦୁର୍ଘଟଣା, ଚାଳକ ଗୁରୁତର ଥିବାବେଳେ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!