ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଗୋଳାମୁଣ୍ଡା/୯/୯/ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନିକଟସ୍ଥ ସୁକୁନିମୁଣ୍ଡା ବିଜୁ ଏସ୍କପ୍ରେସ ୱଏ ରେ ଆଜି ଅପରାହ୍ନ ୪ଟା ପରେ ସଡ଼କ ଦୁର୍ଘଟଣାରେ ଏକ ଟାଟା ଟିଗୋର ଗାଡି ନମ୍ବର ଓଡି ୦୮ ଏସ୍ ୨୬୭୪ ଗାଡି ଗୋଲାମୁଣ୍ଡା ରୁ ଧର୍ମଗଡ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସିପଡ଼ି ପଥର ସହ ପିଟିହୋଯାଥିଲା ।ଏହାପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ଥିବା ସୁଚନା ମିଳିଛି,ତତ ସହିତ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମଧ୍ୟ ମେଡ଼ିକାଲ ରେ ଯାଇ ସହଯୋଗ କରିଥିଲେ।ଗାଡି ମାଲିକ ଶାନ୍ତି ଲାଲ ଶବର ଘୋଟିଆ ସମର୍ଥ ଦୃଷ୍ଟି ହୀନ ସଙ୍ଘ ସମ୍ପାଦକ ବୋଲି ଜଣାପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ଗଣେଷ ପଣ୍ତା ବଡକୁଟୁରୁ ଗ୍ରାମପଞ୍ଚାୟତର ସରପଞ୍ଚ ଆସନ ଅଳଙ୍କୃତ କଲେ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଶ୍ଵ ମାନବଧିକାର  ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!