ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଗୋଳାମୁଣ୍ଡା/୯/୯/ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନିକଟସ୍ଥ ସୁକୁନିମୁଣ୍ଡା ବିଜୁ ଏସ୍କପ୍ରେସ ୱଏ ରେ ଆଜି ଅପରାହ୍ନ ୪ଟା ପରେ ସଡ଼କ ଦୁର୍ଘଟଣାରେ ଏକ ଟାଟା ଟିଗୋର ଗାଡି ନମ୍ବର ଓଡି ୦୮ ଏସ୍ ୨୬୭୪ ଗାଡି ଗୋଲାମୁଣ୍ଡା ରୁ ଧର୍ମଗଡ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସିପଡ଼ି ପଥର ସହ ପିଟିହୋଯାଥିଲା ।ଏହାପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ଥିବା ସୁଚନା ମିଳିଛି,ତତ ସହିତ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମଧ୍ୟ ମେଡ଼ିକାଲ ରେ ଯାଇ ସହଯୋଗ କରିଥିଲେ।ଗାଡି ମାଲିକ ଶାନ୍ତି ଲାଲ ଶବର ଘୋଟିଆ ସମର୍ଥ ଦୃଷ୍ଟି ହୀନ ସଙ୍ଘ ସମ୍ପାଦକ ବୋଲି ଜଣାପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

ଜଳିଗଲା ଆଳୁ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Sunil Chandra Nayak

ଗିନିଜ ୱାର୍ଲଡ଼ ରେକର୍ଡ଼ ରେ ସ୍ଥାନ ପାଇଲା କେନ୍ଦୁଝର ର ନନ୍ଦିଘୋଷ ରଥ….

Leave a Comment

error: Content is protected !!