ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୁଆଁଖାଇ ଭେଟଘାଟ ପାଇଁ ବ୍ଲକ କଂଗ୍ରେସ କମିଟି ତରଫରୁ ପ୍ରସ୍ତୁତି ବୈଠକ

କୋକସରା,୧୨/୯ –  ( ମ ନି ସ  ) କୋକସରା ଗାନ୍ଧୀ ଭବନ ଠାରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଓ ବ୍ଲକ୍ ସ୍ତରୀୟ କର୍ମୀଙ୍କୁ ନେଇ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମର ଆୟାଜନ ପାଇଁ ଏକ ପ୍ରସ୍ତୁତିରେ ବୈଠକ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ କୋକସରା ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ ଜାଲ, ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା, ନିମାଇଁ ଧଙ୍ଗଡ଼ାମାଝୀ, ହରେକୃଷ୍ଣ ନାଏକ, ମହେନ୍ଦ୍ର ଧରୁଆ, ଅଭି ପଟ୍ଟନାୟକ, ହେମନ୍ତ ବାଗ, ଯତୀନ୍ଦ୍ର ଦଳେଇ, ହରିଶ୍ଚନ୍ଦ୍ର ନାଏକ, ଫୁଲ ତୋଳା ଖମାରି ପ୍ରମୁଖ ଯୋଗଦେଇ ନୂଆଖାଇ ଭେଟ ଘାଟ ପାଳନ ପାଇଁ ଆଲୋଚନା କରିଥିଲେ।

 

Related posts

ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

Sunil Chandra Nayak

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

Leave a Comment

error: Content is protected !!