ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ 

ଫୁଲବାଣୀ -:  ଆଜି ତା ୧୭/୯/୨୦୨୨ ରିଖ ଶନିବାର ଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୋର୍ଟ ପରିସର ମଧ୍ୟରେ ପେପେର ଲେସ ଅଦାଲତ ଉଦଘାଟିତ ହୋଇଯାଇଛି। ଶ୍ରୀଯୁକ୍ତ ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡେମୀ କଟକ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶାର ୩୦ ଟି ଜିଲ୍ଲାରେ ଏକା ସମୟରେ ଉଦଘାଟନ କରିଛନ୍ତି। ଏହା ଫୁଲବାଣୀ ସିଜିଏମ କୋର୍ଟ ରେ କାର୍ଯ୍ୟକ୍ଷମ ହେବା ନିମନ୍ତେ ସ୍ଥିରୀକୃତ ହୋଇଛି। ଏହି ଅବସରରେ ଜିଲ୍ଲା ଦୋୖରାଜଜ ଶିତିକାନ୍ତ ସାମାଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବିଚାରପତି ମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ବିଜୟ ମହାନ୍ତି, ଉପ ସଭାପତି କମଳକୁମାର ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ବିଶ୍ଵଜିତ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଧୀରେନ ପଟ୍ଟନାୟକ, ବଂଶୀଧର ମହାପାତ୍ର, ଜୟନ୍ତ ମହାନ୍ତି, ଦେଵବ୍ରତ ପ୍ରଧାନ, ଜାହିର ଆଖତର, ଦିଲ୍ଲୀପ ବାନାର୍ଜୀ, ସତ୍ୟନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବିରୁପାକ୍ଷ ପଣ୍ଡା,ନରେଶ ପାଢ଼ୀ,ଅଗସ୍ତି ଯାନୀ,ମାନସ ଡାକୁଆ,ନିହାରିକା ପାତ୍ର,ଜୟନ୍ତୀ ପାଣିଗ୍ରାହୀ,ବୀଣାପାଣି ପ୍ରଧାନ,ଙ୍କ ସମେତ ସମସ୍ତ ସଦସ୍ୟ ଓ ଜୁଡିସିଆଲ କର୍ମଚାରୀ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଆୟ ବର୍ହିଭୂତ ସଂପତି ଠୁଳ ମାମଲା

Sunil Chandra Nayak

ବଜ୍ରପାତରେ ବଳଦର ମ୍ରୁତ୍ୟୁ

Sunil Chandra Nayak

ଆସନ୍ତୁ ଜାଣିବା ବ୍ରହ୍ମାଙ୍କ ଦଶ ଅଙ୍ଗରୁ ଦଶ ପୁତ୍ରଙ୍କ ଜାତ ବିଷୟରେ

Leave a Comment

error: Content is protected !!