ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋସଲ ରାଜ୍ୟ ମୁକ୍ତି ମୋର୍ଚା କେ ଏମ୍ ଏମ୍  ର ପ୍ରଥମ ରାଜ୍ୟ ସ୍ତରିୟ ସାଙ୍ଗଠନିକ ବୈଠକ

ଭବାନୀ ପାଟଣା -: ବରଗଡ଼ ସ୍ଥିତ ମଙ୍ଗଲମ୍ ପେଲେସ୍ ହୋଟେଲ୍ ରେ କୋସଲ ରାଜ୍ୟ ମୁକ୍ତି ମୋର୍ଚା କେ ଏମ୍ ଏମ୍  ର ପ୍ରଥମ ରାଜ୍ୟ ସ୍ତରିୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼,ବଲାଙ୍ଗିର,ସୋନପୁର,ନୁଆପଡ଼ା,କଲାହାଣ୍ଡି,ସମ୍ୱଲପୁର, ଝାରସୁଗୁଡ଼ା ଜିଲ୍ଲା କେ ଏମ୍ ଏମ୍  ର ନୁତନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ , ଆଗକୁ ସଙ୍ଗଠନ କୁ ଆହୁରି ମଜବୁତ କରାଯିବା ସାଙ୍ଗେ ନୁତନ ରଣନିତି ପ୍ରସ୍ତୁତ କରାଯାଇଥିଲା।ଏହି ବୈଠକରେ କେ ଏମ୍ ଏମ୍  ର ସଭାପତି ଶ୍ରୀ ସାଗର ଚରଣ ଦାସ ,କାର୍ୟକାରୀ ସଭାପତି ସୁବାଷ ନାୟକ,ସମ୍ପାଦକ ଜନାର୍ଦନ ସିଂ ,ଉପ ସଭାପତି ଗଣେସ ସାହୁ,ଉପସଭାପତି ବିକାଶ ଅଗ୍ରୱାଲ ସଙ୍ଗଠନ ର କେନ୍ଦ୍ରିୟ କମିଟି ରୁ ସପନ ମିଶ୍ର ,ଭକ୍ତ ନନ୍ଦ ,ସଦାନନ୍ଦ ପଣ୍ଡା , କେ ଏମ୍ ଏମ୍  ଜିଲ୍ଲା ସଭାପତି ବରଗଡ଼ ର ଘନଶ୍ୟାମ ସାହୁ,ବଲାଙ୍ଗିର ଜିଲ୍ଲା ସଭାପତି ବିକାଶ ସା , କେ ଏମ୍ ଏମ୍ ଛାତ୍ର ମୋର୍ଚା ଆବାହକ ଆକାଶ ପଣ୍ଡା ,ରୁତୁରାଜ ପଧାନ ,ବିଶିଷ୍ଟ ଚାଷି ନେତା ରମେଶ ମହାପାତ୍ର ,ଛାତ୍ର ନେତା ଅଶିମ ପଟେଲ ,ଯୁଗ୍ମ ସମ୍ପାଦକ ବନମାଲି ନାଏକ ,କାଶି ମେହେର,ଶାନ୍ତନୁ ରଣା,ନିତିନ ପଧାନ,ସାହାରୁକ ଖାଁ,ପାଶା ମହାନନ୍ଦ ,ନୁତନ ଗୋକରିଆ ପ୍ରମୁଖ ଉପସ୍ଥିତ ଥିଲେ ।

କିଶନ ଶର୍ମା ଙ୍କ ରିପୋର୍ଟ

Related posts

ମା କନକ ଦୁର୍ଗା ଙ୍କ ପୀଠରେ ଆଜି ନବରାତ୍ରୀ ର ଚତୁର୍ଥ ଦିବସ ପାଳିତ 

Sunil Chandra Nayak

ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

Sunil Chandra Nayak

ଉତ୍କେଲା ଓ କିକିଆ ରେ ବାହୁଡା ଯାତ୍ରା ସମ୍ପନ୍ନ

Leave a Comment

error: Content is protected !!