ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ହେଲା ଏଟିଏମ୍, ମିଳିନାହିଁ ସନ୍ଧାନ

ବାଲେଶ୍ଵର,୨୦/୯/୨୨- ପ୍ରଶାସନ ଯେତେ ସଜାଗ ରହିଲେ ମଧ୍ୟ ଚୋରି କମୁନାହିଁ । ବିଚରା ପ୍ରଶାସନ କରିବ ବା କ’ଣ ? ଏପରି ଏକ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଡୁଙ୍ଗୁରା ବଜାରରେ । ଉକ୍ତ ବଜାରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍ ଅଛି । ଗତକାଲି ଅର୍ଥାତ୍ ତା ୧୯/୯/୨୨ ରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବାର ବଜାରରେ ଥିବା ଦୋକାନୀଙ୍କ ଠାରୁ ସଂଗୃହିତ ଖବରରୁ ଜଣାଯାଇଛି । ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପ୍ରାଥମିକ ତଦନ୍ତରୁ ବ୍ଯାଟେରି କଥା ଉଠୁଥିବା ବେଳେ ସମ୍ପୂର୍ଣ୍ଣ ତଦନ୍ତ ପରେ ପ୍ରକୃତରେ କ’ଣ କ’ଣ ଚୋରି ହୋଇଛି ଜଣାପଡିବ ବୋଲି ଆଶା କରାଯାଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିପିଏଲ ହିତାଧିକାରୀଙ୍କ ଘରୁ ବିଦ୍ଯୁତ କାଟି ଦିଆଗଲା , ଏବେ ହିତାଧିକାରୀ ଅନ୍ଧାର ଘେର ରେ

Sunil Chandra Nayak

ପୁରୁଣା ଇତିହାସକୁ ଉଜ୍ଜିବୀତ କରୁଛି ଆବିଷ୍କୃତ ପଥର ଗୁମ୍ଫା

Sunil Chandra Nayak

ମୟୂରଭଞ୍ଜ:ବଜ୍ରାଘାତରେ ୩ମୃତ,ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!