ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟ ରେ ଦାବି ପତ୍ର ପ୍ରଦାନ 

କୋଷାଗୁମୁଡା ୨୧|୦୯| ମନିସ /  ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ର କାର୍ଯ୍ୟରତ ତିନି ଜଣ ଖବର ଦାତା ଙ୍କୁ ଏ ଏସ୍ ପି ଜୟକୃଷ୍ଣ ବେହେରା ଦୁର୍ବ୍ୟବହାର ଓ ମାଡ ମାରିବା ଘଟଣାର କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଙ୍ଗଳବାର କୋଷାଗୁମୁଡା ଖବରଦାତା ମାନେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜି ଙ୍କ ଉଦ୍ଧେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ I ଏ ଏସପି ବେହେରା ଙ୍କୁ ଅନ୍ୟତ୍ର ବଦଳି କରାଯାଉ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ନଚେତ ଆଗାମୀ ଦିନରେ ରାଜ୍ୟ ଓୟୁଜେ ସଂଘ ପକ୍ଷରୁ ସମସ୍ତ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି I କୋଷାଗୁମୁଡା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କୁ ପପୁ ପଟ୍ଟନାୟକ, ପ୍ରସାଦ ବିଷୋୟୀ, ସନ୍ତୋଷ କୁମାର ସିଂହ ଦେଓ, ଏ ସତୀଶ, ଟୁଟୁ ପଟ୍ଟନାୟକ, ଅଜିତ କୁମାର ନାୟକ, ଜିମ୍ମୀ ଘଣ୍ଟ, ଶ୍ରୀ ଧର ପାତ୍ର,କୁନା ପାତ୍ର, ଦେବୀ ପଟ୍ଟନାୟକ, ପରେଶ,ସ୍ଵପ୍ନ ଜିତ ପଟ୍ଟନାୟକ, ଗୌତମ ଅଗ୍ରୱାଲ,ପ୍ରସାଦ ବିଶୋଇ ଓ ଅନ୍ୟ ଖବର ଦାତା ମାନେ ଉପସ୍ଥିତ ଥିଲେ l

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

ତେରେସିଂହା ବିରାଟ ପର୍ବ ଉଦଯାପିତ

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

Sunil Chandra Nayak

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

Sunil Chandra Nayak

Leave a Comment

error: Content is protected !!