ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କାମାକ୍ଷାନଗର (ମସିହା )୦୧/୧୨_ଭାରତୀୟ ଷ୍ଟେଟବ୍ୟାଙ୍କ କାମାକ୍ଷାନଗର ଶାଖାର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଶ୍ରୀ ଅଭୟ କୁମାର ନାୟକ ଙ୍କ ୩୦/୧୧/୨୨ ରିଖ ବୁଧବାର ଦିନ ଅନୁଷ୍ଠିତ ଅବସର କାଳୀନ ସଭାରେ ସଭାପତିତ୍ବ କରିଥିଲେ ପୂର୍ବତନ ବ୍ୟାଙ୍କ୍ ପରିଚାଳକ ଶ୍ରୀ ରବିନାରାୟଣ ସାହୁ ।ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସେଠୀ ଙ୍କ ଆବାହକତ୍ୱରେ ଆୟୋଜିତ ବିଦାୟକାଳୀନ ସଭାରେ ମୁଣ୍ଡିଦେଉଳି ଶାଖା ପରିଚାଳକ ଶ୍ରୀ ଅଜୟ କୁମାର ସାହୁ, ବିରାଶାଳ ମ୍ୟାନେଜର ଶ୍ରୀ ପବିତ୍ର ମୋହନ ପ୍ରଧାନ ,ସମସ୍ତ ସହକର୍ମୀ ଓ ଗ୍ରାହକ ସେବା କେନ୍ଦ୍ର ର ପରିଚାଳକ ଙ୍କ ଗହଣ ରେ ସମସ୍ତେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଉପଢୌକନ, ମାନ ପତ୍ର ଓ ସମସ୍ତଙ୍କର ଭଲ ପାଇବାର ପ୍ରତୀକ ସ୍ୱରୂପ ବିଦାୟୀ ଅଭିଭାଷଣ ଦେଇଥିଲେ।ଗ୍ରାହକ ପ୍ରେମୀ ଶ୍ରୀ ଅଭୟ କୁମାର ନିଜ ବିଦାୟୀ ଭାଷଣ କୁ ଅଶ୍ରୁଳ ଆଖିରେ ପ୍ରଦାନ କରିଥିଲେ।ଏକ ଭାବ ବିହ୍ବଳ ପରିସ୍ଥିତି ରେ ଆୟୋଜକ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ (ମସିହା )

Related posts

ଚଢ଼ା ଦରରେ ୟୁରିଆ ସାର ବିକ୍ରୀ

Sunil Chandra Nayak

ଆମ୍ଆଦମୀ ପାର୍ଟି କଳାହାଣ୍ଡି ଶାଖା ତରଫରୁ  କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତାର ଶପଥ ପାଠ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

Sunil Chandra Nayak

Leave a Comment

error: Content is protected !!