ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଡପଦର ଶକ୍ତି ପୀଠ ର ନୂତନ କମିଟି ଗଠିତ

ତେନ୍ତୁଳିଖୁଣ୍ଟି 24 09 ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ପାତ୍ରପୁଟ ପଂଚାୟତ ର ଗଡପଦର ଶକ୍ତି ପୀଠ ରେ ଆଜି ଝରିଗୁମା, କଣ୍ଟା ଗାଁ, ପାତ୍ରପୁଟ ପଂଚାୟତ ର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ଉପସ୍ଥିତି ରେ ନୂତନ କମିଟି ଗଠିତ ହୋଇଯାଇଛି।ସଭାପତି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଉପ ସଭାପତି ଭାବେ ଅଵସର ପ୍ରାପ୍ତ ଶିକ୍ଷକ ଭବାନୀ ବିଷୋୟୀ, ସମ୍ପାଦକ ଭାବେ ଏମ ମୋହନ ରାଓ,ସହ ସମ୍ପାଦକ ଜି ସତ୍ୟମ ନାଇଡୁ,କୋଷାଧ୍ୟକ୍ଷ ଖଗ ପତି ଯାନୀ,ଉପଦେଷ୍ଟା ଭାବେ ସୁବ୍ରତ ଚୌଧୁରୀ,ରାଜେନ୍ଦ୍ର ମହାପାତ୍ର, ପିତାମ୍ବର ବିଷୋୟୀ,ସୋରଜ ପଟ୍ଟନାୟକ,ହରି ନାୟକ,ନୃପ ଚନ୍ଦ୍ର ବିଷୋୟୀ, ସଭ୍ୟ ମାନେ ହେଲେ କୃତିବାସ ନାୟକ,ଗୌରୀ ବିଷୋୟୀ, ରାମକୃଷ୍ଣ ବିଷୋୟୀ,ଅନୀଲ ବିଷୋୟୀ, ପ୍ରହ୍ଲାଦ ପ୍ରଧାନୀ,ଟୁନୁ ସାହୁ,ତିର ହରିଜନ ରହିଛନ୍ତି।ଏହି ଶକ୍ତି ପୀଠ କୁ ଉନ୍ନତି କରିବା ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା।ନବରଙ୍ଗପୁର ବିଧାୟକ ଙ୍କ ପାଣ୍ଠି ରେ କାମ କୁ ଠିକ ରୂପେ ତଦାରଖ ସହ ସମସ୍ତେ ସାହାଯ୍ୟ ସହ ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା।

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି

ଗୋଟିଏ ଜୁଇରେ ଦମ୍ପତି 

Sunil Chandra Nayak

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!