ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦେଶୀ ମଦ ଜବତ, ଦୁଇ ଗିରଫ 

ରାଇଘର – ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ପେଟ୍ରୋଲିଂ କରିବା ସମୟରେ ଶୁକ୍ରବାର ରାତି ବିଦେଶୀ ମଦ ଏକ ବୋଲେରୋ ଗାଡି ସହ ଦୁଇ ଜଣ ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି l ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଙ୍କ ନିର୍ଦେଶ କ୍ରମେ ଏସ୍ ଆଈ ମନୋଜ ବେହେରା ଓ ଏ ଏସ୍ ଆଈ ରବିନ୍ଦ୍ର ପ୍ରଧାନ ପେଟ୍ରୋଲିଂ କରୁଥିବା ବେଳେ ପରୁଆ ରାସ୍ତା ରେ ଥିବା ଠିପି ଖୋଲା ମଦ ଦୋକାନ ରୁ ଏକ ବୋଲେରୋ ନୋ ସିଜି ୦୫ ଏ ଜି ୪୮୫୦ ଛତିଶଗଡ ଫରୋଶଗଁ। ଥାନା ଅନ୍ତର୍ଗତ ରଦାନା ଗ୍ରାମର ଗୋପlଲ ବୋଘେଲ (୨୪) ଓ ରାଜୁ ଚୈହାନ (୪୫) ୫ ପେଟି ରେ ୨୪୦ ବୋତଲ ମୋଟ ୪୩.୨୦୦ ଲିଟର ଜବତ କରି କେସ ନୋ ୧୮୪/୨୨ ଋଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ହରିହର ମିଶ୍ର ଙ୍କ ପରଲୋକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ହସେ ଗୁପ୍‌ଚୁପ୍ କାନ୍ଦେ ଇଟିଲି

Sunil Chandra Nayak

Leave a Comment

error: Content is protected !!