ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦେଶୀ ମଦ ଜବତ, ଦୁଇ ଗିରଫ 

ରାଇଘର – ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ପେଟ୍ରୋଲିଂ କରିବା ସମୟରେ ଶୁକ୍ରବାର ରାତି ବିଦେଶୀ ମଦ ଏକ ବୋଲେରୋ ଗାଡି ସହ ଦୁଇ ଜଣ ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି l ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଙ୍କ ନିର୍ଦେଶ କ୍ରମେ ଏସ୍ ଆଈ ମନୋଜ ବେହେରା ଓ ଏ ଏସ୍ ଆଈ ରବିନ୍ଦ୍ର ପ୍ରଧାନ ପେଟ୍ରୋଲିଂ କରୁଥିବା ବେଳେ ପରୁଆ ରାସ୍ତା ରେ ଥିବା ଠିପି ଖୋଲା ମଦ ଦୋକାନ ରୁ ଏକ ବୋଲେରୋ ନୋ ସିଜି ୦୫ ଏ ଜି ୪୮୫୦ ଛତିଶଗଡ ଫରୋଶଗଁ। ଥାନା ଅନ୍ତର୍ଗତ ରଦାନା ଗ୍ରାମର ଗୋପlଲ ବୋଘେଲ (୨୪) ଓ ରାଜୁ ଚୈହାନ (୪୫) ୫ ପେଟି ରେ ୨୪୦ ବୋତଲ ମୋଟ ୪୩.୨୦୦ ଲିଟର ଜବତ କରି କେସ ନୋ ୧୮୪/୨୨ ଋଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କବିତା – ଖରା

Sunil Chandra Nayak

Leave a Comment

error: Content is protected !!