ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହୁ ମାଛି ଆକ୍ରମଣରେ 2 ଗୁରୁତର

ପାପଡାହାଣ୍ଡି,10/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ବଟକରି ଗ୍ରାମରେ ଶନିବାର ମହୁ ମାଛି ଆକ୍ରମଣରେ 2 ଜଣ ମହିଳା ଗୁରୁତର ହୋଇଛନ୍ତି | ସେମାନଂକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା | ସେମାନେ ହେଲେ ମମତା ହରିଜନ ଓ ସୁଭଦ୍ରା ନାୟକ | ଉଭୟ ଉପରସାହି ର ପୋଖରୀରେ ଗାଧୋଇବାକୁ ଯାଇଥିବା ସମୟରେ ନିକଟସ୍ତ ଗଛରେ ଥିବା ମହୁ ମାଛି ସେମାନଂକୁ ଆକ୍ରମଣ କରିଥିଲା | ସୁଭଦ୍ରା ଦୌଡ଼ି ଦୌଡ଼ି ଘରକୁ ଚାଲି ଆସିଥିଲେ | ମମତା ଭୟରେ ପାଣି ଭିତରକୁ ଡେଇଁ ନିଜର ଜୀବନ ରକ୍ଷା କରିଥିଲେ | ପରେ ଗ୍ରାମବାସୀ ସେମାନଂକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ସୂଚନା

ଧର୍ମଗଡ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ   (ଇଟିଇଆଇ) ଅନୁଷ୍ଠାନ ରେ ଆଜାଦି କେ ଅମୃତ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!