ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଠାରେ ଆଜି ସକାଳ ୯ଘଟିକା ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି lବ୍ଲକ ର ସମସ୍ତ ପଂଚାୟତ ଓ ସମସ୍ତ ୱାର୍ଡ ରୁ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ ଆସି ନିଜ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏଥିରେ ସ୍ଥାନୀୟ ବିଡ଼ିଓ ମହୋଦୟ ଓ ବ୍ଲକ ଅଧକ୍ଷ। ଶ୍ରୀମତୀ ଶର୍ମିଷ୍ଠା ଦଳ ବେହେରା ଯୋଗ ଦେଇଥିଲେ lକିପରି ସମସ୍ତ ଙ୍କୁ ଉତ୍ତମ ସେବା ଯୋଗେଇ ହେବ ସମସ୍ତେ ନିଜ ନିଜର ପ୍ରୟାସ ଜାରି ରଖିଥିଲେ, lପ୍ରତେକ ବର୍ଷ ଏପରି ଶିବିର ଅନୁଷ୍ଠିତ ହେଲେ ଜନ ସାଧାରଣ ଙ୍କ ଦୁଃଖ ଦୂର ହୋଇ ପାରିବ lଏ ଶିବିର ରେ ୭00 ଭିନ୍ନକ୍ଷମ ଭାଇ ଭଉଣୀ ନିଜ ନାମ ପଞ୍ଜିକୃତ କରଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

Sunil Chandra Nayak

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!