ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

ମୟୂରଭଞ୍ଜ – ୨୬/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ଓ୍ବାର୍ଡର ବଣସାହିର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର । ସୂଚନାଯୋଗ୍ୟ ସ୍ବର୍ଗତ ଦୀପକ ମହାନ୍ତଙ୍କ କନ୍ୟା ଲିଜା ମହାନ୍ତ (୧୯) ରବିବାର ଦିନ ସକାଳ ୬/୬.୩୦ ଟା ପାଖାପାଖି ସମୟରେ ଘରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ଘରଭିତରେ ପାଇପ୍ ରେ ରସି ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ମିଳିଛି ।ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଏସଆଇ ବିରଞ୍ଚି ନାଏକ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଉଦ୍ଧାର କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।ଲିଜା ମହାନ୍ତ ରାଇରଙ୍ଗପୁର ମହାବିଦ୍ୟାଳୟ +୩ ବିଜ୍ଞାନର ଦିତୀୟ ବର୍ଷ ଛାତ୍ରୀ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ ।

Related posts

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

ପରିତ୍ୟକ୍ତ ଅବସ୍ଥାରେ ରାଜସ୍ୱ ବଙ୍ଗଳା

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଶ୍ରାବଣୀ ବ୍ରତ

Sunil Chandra Nayak

Leave a Comment

error: Content is protected !!