ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀରୁ ଅଗ୍ନିଶମ ବିଭାଗ ଦ୍ବାରା ଯୁବକର ମୃତଦେହ ଉଦ୍ଧାର

ମୟୂରଭଞ୍ଜ – ୨୬/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବାଘିଆଟାଙ୍ଗର ଗ୍ରାମର ଭାଗବତ ମାଝୀ(୪୭) ସକାଳେ ଘର ପଛପାଖ ପୋଖରୀକୁ କୌଣସି କାରଣରୁ ଯାଇ ପାଣିରେ ପଡିଯାଇଥିଲେ ।ଘଟଣାଟି ରବିବାର ସକାଳ ୭ଟା ପାଖାପାଖି ସମୟରେ ଘଟିଛି ।ଘରକୁ ଫେରିବା ବିଳମ୍ବ ନେଇ ଘର ଲୋକ ଖୋଜାଖୋଜି କରି ପୋଖରୀ ପାଖରୁ ଦେଖିବାକୁ ପାଇଥିଲେ ।ଖବର ପାଇ ବଡାମତଳିଆ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ପୋଖରୀରୁ ଉଦ୍ଧାର କରି ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୀତା ଜ୍ଞାନ

Sunil Chandra Nayak

Leave a Comment

error: Content is protected !!