ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଢ ବର୍ଷର ଶିଶୁକନ୍ୟା ମୃତ ;କାରଣ ଅସ୍ପଷ୍ଟ 

ମୟୂରଭଞ୍ଜ – ୨୬/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଧିନସ୍ଥ ମୟୂରର ପଞ୍ଚାୟତର କାରାନବୁଟୁ ସାହିର ମାନସିଂ ଟୁଡୁଙ୍କ ଏକବର୍ଷ ଆଠମାସର ଶିଶୁକନ୍ୟା ପାନସୋରି ଟୁଡୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପିଲାଟି ଶନିବାର ସଂଧ୍ୟାରେ ଖୁସିରେ ଖେଳାଖେଳି କରି ରାତିରେ ଖାଇପିଇ ଶୋଇଥିଲା । ହଠାତ୍ ରାତି ୧୧ଟା ପାଖାପାଖି ସମୟରେ କୁନି ଝିଅର ଦେହ ହାତ ଥରିଥିଲା । ଅସୁସ୍ଥ ବସ୍ତାରେ ତାକୁ ରାତିରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା ସେଠାରେ ଡାକ୍ତର ମୃତ ମୃତ ଘୋଷଣା କରିଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଦରଦୀ ଜିଲ୍ଲା ପାଳଙ୍କ ନିର୍ଦେଶ ରେ ମିଳିତ ତଦନ୍ତ ପକ୍ରିୟା ପାଇଁ 40 ଦଳିତ ପରିବାର ସାତଭାୟା ଥଇଥାନ ଅପେକ୍ଷା ରେ ସମୟ ବିତୁଛି,!

Sunil Chandra Nayak

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ଅଷ୍ଟାଦଶ କବିତା ଆସର

Sunil Chandra Nayak

ପୋଖରୀଭଟ୍ଟାଗୁଡା ଗ୍ରାମରେ ଜିଓ ଟାୱାର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!