ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଗରିକ ସମାଜ ସେବକ ର ବାର୍ଷିକ ବୈଠକ ସଭା ଅନୁଷ୍ଠିତ

ଢେଙ୍କାନାଳ(ମ ନି ସ)୨୭/୦୯_ ନାଗରିକ ସମାଜ ସେବକ ବାର୍ଷିକ ସଭା ଅନୁଷ୍ଠିତ ହୋଇ ଯାଇଛି। ଆଜି କାମାକ୍ଷାନଗର ର ରାମ ମନ୍ଦିର ସମୁଖ ରେ ସକାଳ ୧୧ଟା ରେ ସଭା ଅନୁଷ୍ଠିତ ହୋଇଥିଲା ସଙ୍ଘ ର ମୂଳ ଲକ୍ଷ୍ୟ ସାଧାରଣ ଜନ ସାଧାରଣ କିପରି ନିଜର ମୋଳୀକ ସୁବିଧାରୁ ବଞ୍ଚିତ ନହେବେ ରାସ୍ତା ଘାଟ ରେ କିପରି ସୁଧାର ଆସିବ ଶବଦାହ ପାଇଁ ଏକ ବିଜୁଳି ଚୁଲା ହୋଇ ପାରିବ କାମାକ୍ଷାନଗର ଅଂଚଳ ରେ  ଗରିବ ଲୋକ ମାନେ କିପରି ସରକାର ଙ୍କ ଯେଉଁ ସବୁ ଯୋଜନା ଗୁଡ଼ି ଅଛି କିପରି ପାଇ ପାରିବେ ସଙ୍ଘ ର ମୂଳ ଲକ୍ଷ୍ୟ l ରବି ନାରାୟଣ ସାହୁ, ସଭାପତି ସମେତ ଦିଲୀପ କୁମାର ସ୍ୱାଇଁ ,ନିର୍ମଳ କୁମାର ସାହୁ, ଅଦ୍ୱୈତ ଚନ୍ଦ୍ର ଶତପତି, ପର୍ଶୁରାମ ଭୂୟାଁ, ଅର୍ଜୁନ ସାହୁ ,ଅମର ଶତପଥୀ, ବିପ୍ର ଚନ୍ଦ୍ର ପରିଡା , ଡମ୍ବୁରୁ ଧର ରାଉତ, କିଶୋର ରାଉଳ ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମ. ରାମପୁର ବନାଞ୍ଚଳ ରେ ୭୩ତମ ବନ ମହୋତ୍ସଵ ସପ୍ତାହ ପାଳନ 

ଆନ୍ତର୍ଜାତିକ ନିଶାଦ୍ରବ୍ଯ ନିଷେଧ ଦିବସ ଅବସରରେ ସଚେତନତା କାର୍ଯ୍ଯକ୍ରମ

Sunil Chandra Nayak

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

Sunil Chandra Nayak

Leave a Comment

error: Content is protected !!