ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଖପୁର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ନର୍ଲା-(ମ ନି ସ )-ସାରା ଦେଶରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ୍‌ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରେଖପୁର,ଅସୁରଗଡ଼,ଉଲିଶିର୍କା,ବେହେରାପାଟି ନନ୍ଦଘର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l ରେଖପୁର ନନ୍ଦଘର ଠାରେ ୱାର୍ଡସଭ୍ୟା ମନୋରମା ବିଶି ସଭାପତିତ୍ୱ କରିବା ସହ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ରି ଆଦର୍ଶ,ସ୍ୱରାଜ ଚିନ୍ତନ ନିତୀ ଅନୁସରଣ ଉପରେ ସଚେତନତା ବାର୍ତ୍ତା ଦେଇ ଥିଲେ,ଆୟୋଜକ ମମତା ହୋମ୍ସ ବେଦାନ୍ତ ନନ୍ଦଘର କାର୍ଯକ୍ରମ ର ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ସମୟାନୁବର୍ତ୍ତିତା ଓ ଶୃଂଖଳା ଉପରେ ଜଣାଇ ଥିଲେ, ଅଙ୍ଗନ ୱାଡ଼ି କର୍ମୀ ରୀନା ସାହୁ,ଦେବକୀ କୁମାର,ସନ୍ଧ୍ୟା ରାଣୀ ସାହୁ,ନନ୍ଦିନୀ ବିଶ୍ୱାଳହ,ତରୁଣୀ ଶବର ଦୁଇ ମହାତ୍ମା ଙ୍କ ଉପରେ ପୃଥକ୍‌ ଭାବେ ବୁଝାଇ ଉପସ୍ଥିତ ଶିଶୁ ଙ୍କୁ ପ୍ରରଣା ଦେଇ ଥିଲେ,କ୍ଲଷ୍ଟର କୋଡ଼ିନେଟର୍‌ ପିତାମ୍ବର ଗଉଡ଼,ଜୟ ଶଙ୍କର ରାଉତ,ପ୍ରଶାନ୍ତ ପୋଡ଼,ଶାମନ୍ତ ମାଝୀ କାର୍ଯକ୍ରମ ରେ ସହଯୋଗ କରିଥିଲେ,

ନିରଞ୍ଜନ ଗଉଡ଼, ନର୍ଲା, ପ୍ରଗତିଶୀଳ ମସିହା

Related posts

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ହୋଲିରେ ପୁଣି ଏକ ଅଘଟଣ , ଯମୁନା ସାଗରରେ ବୁଡ଼ି ଯୁବକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!