ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓ ପି ଏସ୍ ସି ପରୀକ୍ଷା ରେ ଢେ଼ଙ୍କାନାଳ ମାଟିର ଝିଅ ଶୁଭସ୍ମିତା

 ଢେ଼ଙ୍କାନାଳ (ମ ନି ସ)୦୮/୧୦_ ଗତ କାଲି ଓଡ଼ିଶା ପ୍ରଶାସନିକ ସେବା(ଓପିଏସସି/OPSC) ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ଢେଙ୍କାନାଳ, ମଙ୍ଗଳପୁରର ଶୁଭଶ୍ରୀ ଶୁଚିସ୍ମିତା ୬୪ ରାଙ୍କ ରଖି ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି। ସେ ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସ୍ବର୍ଗତ ରଞ୍ଜନ କୁମାର ବରାଳ ଏବଂ ସାଗରିକା ବେହେରାଙ୍କ କନ୍ୟା ଅଟନ୍ତି। ତାଂକର ଏହି ସଫଳତା ପାଇଁ ଅଂଚଳ ର ବୁଦ୍ଧିଜୀବୀ, ଜନସାଧାରଣ ତଥା ବିଭିନ୍ନ ମହଲ ତରଫରୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବେହେରା ପଡା ରାସ୍ତା ସୁଧୁରିବ କେବେ? 

Sunil Chandra Nayak

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ଦାବି ସତ୍ବେ ନିଜସ୍ଵ ଗୃହ କେବେ?

Sunil Chandra Nayak

ତେରେସିଂହା ଗ୍ରା.ପ.ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!