ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ର ବାରିଜ ହେଲେ ନବରଙ୍ଗପୁର ପାଇକାରି ଖାଉଟି ସମବାୟ ଭଣ୍ଡାର ଲିଃ ସଭାପତି

 ତେନ୍ତୁଳିଖୁଣ୍ଟି – ୧୭/୧୦/୨୨ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ପାଇକରି ଖାଉଟି ସମବାୟ ଭଣ୍ଡାର ଲିଃ ସଭାପତି ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି। ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ନିର୍ଦେଶକ ତଥା ଓ ୟୁ ଯେ ର ଜିଲ୍ଲା ସାଧାରଣ ସମ୍ପାଦକ ଥିବା ବାରିଜ ପଟ୍ଟନାୟକ ଙ୍କ ଏହା ଆଉ ଏକ କୃତିତ୍ୱ। ଆଗାମୀ ଦିନରେ ଉକ୍ତ ସଂସ୍ଥା କୁ ଡାବୁଗାଁ ଏବଂ ନବରଙ୍ଗପୁର ମୁଖ୍ୟ କାର୍ଯ୍ୟାଳୟ ର କିଭଳି ଉନ୍ନତି ଏବଂ ଲାଭଦାୟକ ହେବ ସେ ବାବଦରେ ସମ୍ପୁର୍ଣ୍ଣ ପ୍ରୟାସ କରିବେ ବୋଲି ପ୍ରତିଶୁତି ଦେଇଛନ୍ତି। ଆଜି ତାଙ୍କୁ ସଭାପତି ନିର୍ବାଚିତ ହେବା ଅବସର ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା,ପାପଡା ହାଣ୍ଡି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ ବେହେରା ,ବାବୁଲା ନାୟକ ପ୍ରମୁଖ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରି ଥିଲେ।

ଗୋବର୍ଦ୍ଧନସାହୁ ତେନ୍ତୁଳିଖୁଣ୍ଟି

Related posts

ତେରେସିଂହାରେ ନାଗ ପୂଜା ସମ୍ପନ୍ନ

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦଘାଟନ

Sunil Chandra Nayak

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଥର ଥୁଆମୂଳ ରାମପୁର ବ୍ଳକ ଗ୍ରସ୍ତ

Leave a Comment

error: Content is protected !!