ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରାଶ୍ରୟ ଙ୍କୁ ଆଶ୍ରୟ ପାଇଁ ଭୁମି ପୁଜନ

ଉତ୍କେଲା,୧୩/୦୫, ମ ନି ସ,କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ରାସ୍ତା କଡ଼ରେ ଓ ମନ୍ଦିର ମାନଙ୍କରେ ଭିକ୍ଷା ବୃତ୍ତି କରି ଓ ରାସ୍ତା କଡ଼ରେ ରହୁଥିବା ନିରାଶ୍ରୟ ଲୋକଙ୍କ ପାଇଁ ନରସେବା ହିଁ ନାରାୟଣ ସେବା ଭାବି ସେମାନଙ୍କ ରହିବା ପାଇଁଁ ନାରାୟଣ ଆଶ୍ରମ କେସିଙ୍ଗା ୱାର୍ଡ ନମ୍ୱର୍ ୧୨ ରେ କରିବା ପାଇଁ ଆଜି ଭୂମୀ ପୂଜନ କରାଯାଇଥିଲା।

ଏଥିରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ସହିତ କାଉନସିଲର ହେମ ସୁନା , ବଳରାମ ସୁନା , ରମେଶ ପଟ୍ଟନାୟକ, ଟୁନା ଗୌଡ଼, କୃଷ୍ଣ ଦୋରା , ସାଇ ଭକ୍ତ ଆଡ୍ ଭୋକେଟ୍ ଗୋଲକ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ଙ୍କ ଉପସ୍ଥିତି ରେ ପୁରୋହିତ ଉମାଶଙ୍କର ଦାସ ପୂଜାର୍ଚ୍ଚନା କରିଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ମନରେଗା ଶ୍ରମିକ ଙ୍କୁ ସମ୍ବର୍ଦ୍ଧିତ କଲେ କୋକସରା ବ୍ଲକ ପ୍ରଶାସନ

Sunil Chandra Nayak

ନୂଆପଡା ଜିଲ୍ଲା ସାଂସ୍କୃତିକ ରଙ୍ଗମଞ୍ଚ ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମଇ ଦିବସ 

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

Leave a Comment

error: Content is protected !!