ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପରାଜିତା ଷଡଙ୍ଗୀଙ୍କ ଖଡ଼ିଆଳ ଗସ୍ତ

ନୂଆପଡା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ଠାରେ ଗରିବ କଲ୍ୟାଣ ସଭାରେ ଯୋଗ ଦେଇଥିଲେ। ମୁଁ ନୂଆପଡା ଜିଲ୍ଲାକୁ ଆସି ନିଜ ଗାଁ ରେ ପହଞ୍ଚି ଅଛି ବୋଲି ମତବ୍ୟକ୍ତ କରିଥିଲେ। ୪୫ କୋଟି ଜନଧନ ଖାତା ଖୋଲାଯାଇଛି , ୯ କୋଟି ଘରର ପାନୀୟ ଜଳ ଯୋଗାଣ ହୋଇଥିବା ବେଳେ ୪ କୋଟି ଘରେ ପହଞ୍ଚିବ। ୮ କୋଟି ମହିଳା ଉଜ୍ଜଲା ଯୋଜନା ଗ୍ୟାସ ପାଇଛନ୍ତି। ୧୮୦୦୦ଗାଁ ରେ ବିଜୁଳି ନାହିଁ, ସବୁ ଗାଁ ରେ ବିଜୁଳି ଅଛି। ୩କୋଟି ଘରେ ବିଜୁଳି ଯୋଗାଣ ହୋଇଥିବା ବେଳେ ୩୬ କୋଟି ଏଲଇଡି ବଲ ବିକ୍ରି ହୋଇଅଛି। ୧୨ କୋଟି ଘରର ଶୌଚାଳୟ ରହିଅଛି ବୋଲି ଷଡ଼ଙ୍ଗୀ କହିଛନ୍ତି। ସଙ୍ଗଠନର ଆଧାର ଦେଉଛି ସେବା, ସୁଶାସନ। ସଭାରେ ଜିଲ୍ଲା ସଭାପତି ସୁବ୍ରତ ଠାକୁର ସଭାପତିତ୍ୱ କରିଥିବା ବେଳେ କଲହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା , ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରୀଣି ସଭ୍ୟ ହୋମସିଂ ମାଝୀ, ଶିବ ପ୍ରସାଦ ମୁଣ୍ଡ, ପ୍ରଶଂନ୍ନ ପାଢ଼ୀ, ଯଦୁମଣି ପଣିଗ୍ରାହୀ,ଏସସି ମୌର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ଖରିଆର ରୋଡ଼ ନଗର ଅଧ୍ୟକ୍ଷା ସୋନିଆ ଗୋଲଡି ଅଗ୍ରୱାର, ଜିଲ୍ଲା ସାଧାରଣ ସମ୍ପାଦକ ତୁଳସ ପଟେଲ, ଦେବଦେଵ ସିଂ ଦେଓ, ଜିଲ୍ଲାପରିଷଦ ସଭ୍ୟ ଆଶା ଜେନ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀମଦ୍ ଭଗବତ୍ ଗୀତା – ତୃତୀୟ ଅଧ୍ଯାୟର ସାରକଥା-୩

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଗୋଟିଏ ରାତିର ତାତି

Sunil Chandra Nayak

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!