ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାର ଗର୍ଵ ଓ ଗୌରବ ହରିହର ନାଗ, ଆସିଷ୍ଟାଣ୍ଡ ପ୍ରୋଫେସର ଭାବରେ ଉର୍ତ୍ତିଣ୍ଣ

ନୂଆପଡା -:, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲଛିପୁର ଗ୍ରାମର ହରିହର ନାଗ ରେଭେନ୍ସା ବିଜେବି ବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଶିକ୍ଷା ବିଭାଗର ଡିଗ୍ରୀ ହାସଲ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଗତ ୨୦ ତାରିଖ ରେ ଓଡିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଡ ପ୍ରୋଫେସର ପରୀକ୍ଷାରେ କୃତିକାର୍ଯ୍ୟ ହାସ କରିଛନ୍ତି। ଚଳିତ ବର୍ଷ ୧୦୧ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗ ରେ ୪୦ ନମ୍ବର ରେଙ୍କ ରହିଥିବା ବେଳେ ଅନୁସୂଚିତ ଜାତି ପ୍ରାର୍ଥୀ ରୂପେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦୃଢ଼ ମନୋବଳ ଏବଂ ଅତୁଟ ବିଶ୍ବାସ ରେ ସେ ନିଜର ସଫଳତା ହାସଲ କରି ପାଇଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଙ୍କ ମାଁ ବାପା, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସାଙ୍ଗ ସାଥି ଙ୍କ ସହାୟତା ବୋଲି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଷ୍ଟ୍ରିଟି ଲାଇଟ୍ ପାଇଁ ଏକର ଏକର ଧାନ ଚାଷ ନଷ୍ଟ :ଚିନ୍ତା ରେ ଚାଷୀକୂଳ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!