ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ କ୍ବମିଙ୍ଗ ବେଳେ ବିପୁଳ ମାଓ ସାମଗ୍ରୀ ଜବତ, ପ୍ରେସମିଟ ରେ ସୂଚନା ଦେଲେ ପୋଲିସ ଆରକ୍ଷୀ ଆଧିକ୍ଷକ

ନୂଆପଡା,-:  ପୋଲିସ କ୍ବମିଙ୍ଗ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ପ୍ରେସମିଟ ରେ ସୂଚନା ଦେଲେ ପୋଲିସ ଆରକ୍ଷୀ ଆଧିକ୍ଷକ ପ୍ରତ୍ୟୁଷ ଦିବାକର । ବୋଡେ଼ନ ବ୍ଲକ ପାଟଧରା ରିଜର୍ଭ ଜଙ୍ଗଳରେ ପୋଲିସ ପକ୍ଷରୁ ଡିଭିଏଫ, ଏସ ଓ ଜି ଏବଂ ସିଆରପିଏଫ ଯବାନଙ୍କ ମିଳିତ କ୍ବମିଙ୍ଗ ବେଳେ ବିପିଲ ମାଓ ସାମଗ୍ରୀ ଜବତ ହୋଇ ଥିବା ପୋଲିସ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ହୋଇଥିଲା । ଗୁଇନ୍ଦା ବିଭାଗର ସୂଚନା ମତେ ମାଓବାଦୀମାନେ ବ୍ୟାପକ ଅସାମାଜିକ କାର୍ଯ୍ୟକଳାପ ଏବଂ ମାଓ କାର୍ଯ୍ୟ କରିବା ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ବୋଡେ଼ନ ବ୍ଲକ ପାଟଧାରା ରିଜର୍ଭ ଜଙ୍ଗଳରେ ମାଓ ସାମଗ୍ରୀ ଜବତ ଜବତ କରିଛନ୍ତି, ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହେବା ପ୍ରକାଶ କରିଛନ୍ତି। ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ମାଓବାଦୀଙ୍କ ବରିଷ୍ଠ କଂମ୍ରେଡ଼ ଥିବା ଜଣାପଡିଅଛି। ମାଓ ସାମଗ୍ରୀ ମଧ୍ୟରେ ୨ ଗୋଟି ଏଲ ଡି ଲାଇଟ , ୩ ଗୋଟି ଡେଟୋନେଟର , ୧ ଗୋଟି ୭.୬୨ ଏମ ଏମ ଏମୁନେସନ ବଲ ,ଏକଗୋଟି ୩୦୩ ଏମୁନେସନ ବଲ , ୧୩ ଗୋଟି ଛତା , ୧୪ ଗୋଟି ପୋଷାକ ,୩ ଗୋଟି ଟୋପି , ୩ ଗୋଟି ସିଉଟର ,୮ ଗୋଟି ବ୍ରା , ୩ଗୋଟି ପେଣ୍ଟି ,ମୋଟୋରଲା ମୋବାଇଲ ଚାର୍ଜର।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀମଦଭଗବତଗୀତାର ଅଷ୍ଟାଦଶ ଅଧ୍ଯାୟର ସାରକଥା– ୧୮

କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଲୁଟ ,ପୁଲିସର ତଦନ୍ତ ଜାରି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!