ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନ ର ବରପୁତ୍ର ରାମଚନ୍ଦ୍ର ଦାସ ଙ୍କ ୨୩ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

କାମାକ୍ଷାନଗର (ମ ନି ସ) ୨୬/୧୦_ କାପୁଡ଼ିଆ ସମାଜ ର ଅନ୍ୟତମ ପ୍ରାଣପ୍ରତିଷ୍ଠାତା ତଥା ଅପ୍ରତିଦ୍ବନ୍ଦି ସଭାପତି, ଭୁବନ ଦେଶ ସଂଗଠନ ର ସଭାପତି, ଭୁବନ ନୂଆ ବଜାର ମହାଲକ୍ଷ୍ମୀ ବଣିକ ସଂଘ ର ସଭାପତି, ବାବା ଵୁଧେଶ୍ୱର କମିଟି ସଭାପତି, ଭୁବନ ଦଶହରା ବଳଦ ଯାତ୍ରା ଶାନ୍ତି କମିଟି ର ପ୍ରତିଷ୍ଠାତା ସଭ୍ୟ ଆଦି ପଦବୀ ରେ ରହି ଶ୍ରୀଯୁକ୍ତ ଦାସ ଜନସେବା ପାଇଁ ଭୁବନ ଅଞ୍ଚଳ ରେ ଆଜି ସୁଦ୍ଧା ସ୍ମରଣୀୟ ହୋଇ ରହିଛନ୍ତି l ତାଙ୍କରି ଆଜି ପୁଣ୍ୟ ତିଥି ରେ ଆନୁଷ୍ଠାନିକ ଭାବେ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଛି।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ତେରେସିଂହାରେ କୁରାଳ ପଞ୍ଚମୀ କଳସ ଶୋଭାଯାତ୍ରା

Sunil Chandra Nayak

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

ଗାଁ ରେ ବୁଲୁଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

Sunil Chandra Nayak

Leave a Comment

error: Content is protected !!